
ଶରଣକୁଳ ତା୨୪/୦୯(ଶ.ହି)ଆଜି ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ୧୬ତମ ମ୍ୟାଚକୁ ଭାରତ ତିନୋଟି ବଲ ବାକି ଥାଇ ୪୧ ରନରେ ବାଙ୍ଗଲାଦେଶକୁ ପରାସ୍ତ କରିଛି। ଟମ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଔଷଧରେ ୬ଉଇକେଟ ହରାଇ ଭାରତ ଓପନର ଅଭିଷେକ ବର୍ମାଙ୍କ ୭୫ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୩୮ ରନ ବଳରେ ଛଅ ଉଇକେଟ ହରାଇ ୧୬୮ ରନ ସଂଗ୍ରହ କରିପାରିଥିଲା। ଜବାବରେ ବଙ୍ଗଳା ଦେଶ ଦଳ ଏସ ହସନଙ୍କ ୬୯ରନର ମାରାଥନ ଇନିଂସି ସତ୍ତ୍ବେ ୧୨୭ ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା।
