ଏସିଆ କପ୍ ସୁପର୍ ଫୋର ମୁକାବିଲାରେ ମାଟି କାମୁଡିପକେଇଛି ପାକିସ୍ତାନ । ଗ୍ରୁପ୍ ପର୍ଯ୍ୟାୟ ମୁକାବିଲାରେ ଆଣ୍ଠେଇବା ପରେ ସୁପର୍ ଫୋର୍ ମୁକାବିଲାରେ ୬ ଓ୍ବିକେଟରେ ପରାସ୍ତ ହୋଇଛି ପାକିସ୍ତାନ । ଆଉ ଏସିଆ କପ୍ରେ ବିଜୟ ଅଭିଯାନ ଜାରି ରଖିଛି ଟିମ୍ ଇଣ୍ଡିଆ ।